ବ୍ରହ୍ମପୁର,୧୭/୧୨(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ମୃତକ କଏଦୀ ଜଣକ ତାରସିଂ ଥାନା ବୁଢ଼ାବାରୀ ଗ୍ରାମର ଦୀପକ ବାରିକ ହୋଇଥିବାବେଳ ସେ ତାଙ୍କ ପତ୍ନୀ ଙ୍କୁ ହତ୍ୟା କରିବା ମାମଲାରେ ଭଞ୍ଜନଗର ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ।