ବିଜେପି ବିଧାୟକଙ୍କୁ ୨୫ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ।

48
ADVERTISEMENT

ନୂଆଦିଲ୍ଲୀ,୧୬/୧୨(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ଦୁଦ୍ଧି ଆସନର ବିଜେପି ବିଧାୟକ ରାମଦୁଲାରେ ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ୨୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ୨୦୧୪ ମସିହାରେ ରାମଦୁଲାର ବିରୋଧରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏମପିଏମ୍ଏଲ୍ କୋର୍ଟରେ ମାମଲା ବିଚାରାଧୀନ ଥିଲା।

Advertisement