ଏସ ବି ଆଇ ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟ l

50
ADVERTISEMENT

ଭୁବନେଶ୍ବର,୧୨/୧୨(ଡି.ଏଚ ବ୍ୟୁରୋ):-ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ଥାନା ଅଂଚଳରେ ଏସ ବି ଆଇ ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟ l ଦୁର୍ବୃତ୍ତମାନେ ପ୍ରାୟ ୧୦ ଲକ୍ଷ.୫୯ ହଜାର ଟଙ୍କା ଲୁଟିନେଇଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ଲୁଟ୍ ସମ୍ପର୍କରେ ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଟେର୍ ପାଇନଥିବା ସୂଚନା ।

Advertisement