ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପ୍ରବନ୍ଧକ ଓ କୃଷି ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି।

39
ADVERTISEMENT

ଭୁବନେଶ୍ୱର,୦୯/୧୨(ଡି.ଏଚ ବ୍ୟୁରୋ):-କାହାର କିଷାନ୍ କ୍ରେଡିଟ୍ କାର୍ଡରେ ତ କାହାର ଟର୍ମ ଲୋନ୍ ନାଁରେ ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ୩ କୋଟି ୩୩ଲକ୍ଷ ୫୨ହଜାର ଟଙ୍କା ହଡ଼ପ କରିଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପ୍ରବନ୍ଧକ ଓ କୃଷି ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ପୂର୍ବତନ ଶାଖା ପ୍ରବନ୍ଧକ ଡମ୍ବରୁଧର ନାୟକ ଓ ପୂର୍ବତନ କୃଷି ଅଧିକାରୀ ଦେବୀଦତ୍ତ ପାଣିଗ୍ରାହୀ।

Advertisement