୩ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୨୫୨କୋଟିରୁ ଊର୍ଧ୍ବ ଟଙ୍କା ଠାବ ହେଲାଣି।

45
ADVERTISEMENT

ଭୁବନେଶ୍ୱର,୦୮/୧୨(ଡି.ଏଚ ବ୍ୟୁରୋ):-ଆୟକର ଟିକସ ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢ଼ଉ ପରେ ୩ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୨୫୨କୋଟିରୁ ଊର୍ଧ୍ବ ଟଙ୍କା ଠାବ ହେଲାଣି। ସେ ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ନିଜ ମଦସାମ୍ରାଜ୍ୟ ବିସ୍ତାର କରିଥିବାବେଳେ ଆୟକର ବିଭାଗର ୩୬ଟି ଟିମ୍ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ।

Advertisement