ଭୁବନେଶ୍ୱର,o୫/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ l ସେ ଦରମା କାଗଜପତ୍ର କରାଇଦେବା ନା ରେ ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ ଅଫିସ, ସରକାରୀ ଘର ସମେତ ତେଲିନାଳିସ୍ଥିତ ପୈତୃକ ବାସଭାବନରେ ଚଢ଼ଉ କରି ଘଟଣାର ଅଧିକ ତଦନ୍ତ କରୁଛି ।