ନୂଆଦିଲ୍ଲୀ,o୫/୧୨(ଡି.ଏଚ ବ୍ୟୁରୋ):-ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ଼ପିଏମ୍ ବା ଜୋରାମ୍ ପିପୁଲ୍ସ ମୁଭମେଣ୍ଟ । ୪୦ ଆସନ ବିଶିଷ୍ଟ ବିଧାନସଭାରେ ବିରୋଧୀ ଜେଡ଼ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ) ୨୭ଟି ଆସନ ହାସଲ କରିଥିବା ବେଳେ ଏମ୍ଏନ୍ଏଫ୍ ୧୦ଟି, ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି ।