ରାଜସ୍ଥାନର ବିଧାନସଭା ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମୋଟ୍ ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଛି ।

56
ADVERTISEMENT

ନୂଆଦିଲ୍ଲୀ,୨୬/୧୧(ଡି.ଏଚ ବ୍ୟୁରୋ):-ରାଜସ୍ଥାନର ୨୦୦ ବିଧାନସଭା ଆସନରୁ ୧୯୯ ଟି ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମୋଟ୍ ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ବନ୍ଦ ହୋଇଛି । ଏବଂ ୭୦ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ କଡ଼ା ସୁରକ୍ଷା ସତ୍ତ୍ବେ ବି ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା।

Advertisement