ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

69
ADVERTISEMENT

ଭୁବନେଶ୍ୱର,୨୩/୧୧ (ଡି.ଏଚ ବ୍ୟୁରୋ):-ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଗୃହରେ ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଏବଂ ‘ପେସା’ ଆଇନ୍ ଲାଗୁ କରିବା ଦାବିରେ ହଟ୍ଟଗୋଳ କରିଛନ୍ତି ଫଳରେ ଦ୍ବିତୀୟ ଦିନରେ ଗୃହ ଚାଲିପାରିନଥିଲା ।

Advertisement