ଉତ୍ତରାଖଣ୍ଡ,୧୮/୧୧(ଡି.ଏଚ ବ୍ୟୁରୋ):-ଉତ୍ତରାଖଣ୍ଡ ନୈନିତାଲର ଓଖଲକାଣ୍ଡା ବ୍ଲକ ଅନ୍ତର୍ଗତ ଛିଡ଼ାଖାନ-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗଭୀର ଖାତକୁ ଖସିପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୨ ଜଣ ଗୁରୁତର ଭାବେ ଆହତ ହୋଇସ୍ଥାନୀୟ ମେଡିକାଲରେ ଭର୍ତି । ଏବଂ ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ।