ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ l

71
ADVERTISEMENT

ଭୁବନେଶ୍ୱର,୧୮/୧୧(ଡି.ଏଚ ବ୍ୟୁରୋ):-ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ l ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ବାଂଲାଦେଶର ଖେପୁପରା ଉପକୂଳ ଛୁଇଁବ। କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ l ଏବଂ ଆସନ୍ତା ୨୦ ରୁ ୨୨ ତାରିଖ ଯାଏଁ ରାଜ୍ୟର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା ,ନବରଙ୍ଗପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।

Advertisement