ଭଦ୍ରକ,୦୫/୧୧(ଡି.ଏଚ ବ୍ୟୁରୋ):-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ବିନା ଲାଇସେନ୍ସରେ ଚୋରାରେ ବାଣ ତିଆରି ଓ ବିକ୍ରୟ ଉପରେ ପୋଲିସର ଅତର୍କିତ ଚଢ଼ାଉ। ଚଢ଼ାଉ ବେଳେ ସେମାନଙ୍କ ପାଖରୁ ଵିଭିନ୍ନ କିସମର ଵାଣ ଓ ବମ ଜବତ ହୋଇଥିବାବେଳେ ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧0 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା । ଏବଂ ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ମଧ୍ୟ ଚଳାଇଛି।