ନୂଆଦିଲ୍ଲୀ,o୩/୧୧ (ଡି.ଏଚ ବ୍ୟୁରୋ):-ଦିଲ୍ଲୀରେ ବାୟୁ ପ୍ରଦୂଷଣ କଟକଣା ଜାରି ହୋଇଛି। ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା ଦେବା ସହ ଅନଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏବଂ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ନିଷିଦ୍ଧ କରିଛନ୍ତି।