ସ୍କ୍ରବ୍ ଟାଇଫସ୍ ପାଇଁ କେନ୍ଦ୍ରୀୟ ଟିମ୍ ଦେଲା ପ୍ରାଥମିକ ରିପୋର୍ଟ l

44
ADVERTISEMENT

ବ୍ରହ୍ମପୁର,୨୭/୧୦(ଡି.ଏଚ ବ୍ୟୁରୋ):-ସ୍କ୍ରବ୍ ଟାଇଫସ୍ ପାଇଁ କେନ୍ଦ୍ରୀୟ ଟିମ୍ ଦେଲା ପ୍ରାଥମିକ ରିପୋର୍ଟ l ବାହାରେ ମଳତ୍ୟାଗ କରିବା , ଘାସରେ ଶୋଇବା, ବସିବା ଏବଂ ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣର ବଡ଼ କାରଣ। ପଶ୍ଚିମ ଓଡ଼ିଶା ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଏଭଳି ସାଂଘାତିକ ତଥ୍ୟ ରଖି tଥିବା ସୂଚନା । ଏବଂ ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା ମଧ୍ୟ ରୋଗର ସଙ୍ଗିନ୍ ସ୍ଥିତି ପାଇଁ ଦାୟୀ।

Advertisement