ବାଲେଶ୍ବର ଜିଲ୍ଲା ନୀଳଗିରିରେ ସକ୍ରିୟ ହୋଇଛି ଜାଲ ନୋଟ କାରବାର।

58
ADVERTISEMENT

ନୀଳଗିରି,୨୭/୯(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ନୀଳଗିରିରେ ସକ୍ରିୟ ହୋଇଛି ଜାଲ ନୋଟ କାରବାର। ସ୍ଥାନୀୟ ବରହମପୁର ଥାନା ଅଂଚଳର ୨ ଜଣ ଯୁବକ ୫ ଶହ ଟଙ୍କିଆ ଏକ ଜାଲ ନୋଟ କାରବାର କରିବାକୁ ପ୍ରଚେଷ୍ଟା କରୁଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୫ଟି ୫ଶହ ଟଙ୍କିଆ ଜାଲ ନୋଟ ଜବତ କରିଛି ।

Advertisement