ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

53
ADVERTISEMENT

ଖଲ୍ଲିକୋଟ,୨୫/୯(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାଜୁ ତେଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ କାର୍ ଓ ବାଇକ୍କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ବାଇକରେ ଥିବା ମହିଳା ବିଷ୍ଣୁପ୍ରିୟା ପାତ୍ର ଓ ଟ୍ରକ ଚାଳକ ନରସିଂହ ରାଓଙ୍କ ମୃତ୍ୟୁ ଘଟିଛି। ଓ ଅନ୍ୟ ୩ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ମହିଳାଙ୍କ ବାପା ଘର ବିକ୍ରମପୁର ବୋଲି ସୂଚନା ।

Advertisement