ମାଲକାନଗିରି,୧୧/୯(ଡି.ଏଚ୍ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତିନି ଜଣ ମାଓବାଦୀ ହେଲେ ମାଓନେତ୍ରୀ କମଳା, କମ୍ପାନି ସଦସ୍ୟ ଦେବା ଓ ଡିଏକେଏମଏସ୍ ସଦସ୍ୟ ସନ୍ନୁ।