ଦିଗପହଣ୍ଡି-ରାୟଗଡ଼ା ରାସ୍ତାରେ ଟାୟାର୍ ଜାଳି ତୀବ୍ର ପ୍ରତିବାଦ ।

89
ADVERTISEMENT

ବ୍ରହ୍ମପୁର,୦୧/୯(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ପଦରେ ଉପନିର୍ବାଚନ ପାଇଁ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିବାବେଳେ ବ୍ଲକ ର କିଛି ସମିତିସଭ୍ୟ ନିଖୋଜ ଥିବା ନେଇ ରାଜ୍ୟ ନିର୍ବାଚନ କମିସନ ଉପନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ସହ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ। ଫଳରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ଶତାଧିକ ସମର୍ଥକ ଓ ବିଜେଡି କର୍ମୀ ଦିଗପହଣ୍ଡି-ରାୟଗଡ଼ା ରାସ୍ତାରେ ଟାୟାର୍ ଜାଳି ଏଭଳି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଥିଲେ।

Advertisement