ତହସିଲ କୋର୍ଟ ପରିସରରେ ଓକିଲଙ୍କୁ ଗୁଳି କରି ହତ୍ୟା।

92
ADVERTISEMENT

ଉତ୍ତରପ୍ରଦେଶ,୩୧/୮(ଡି.ଏଚ୍ ବ୍ୟୁରୋ):-ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ଏକ ତହସିଲ କୋର୍ଟ ପରିସରରେ ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା । ଓକିଲ ଜଣକ ନିଜ ଚାମ୍ବରରେ ଖାଉଥିବାବେଳେ ୨ ଜଣ ଦୁର୍ବୃତ୍ତ ହଠାତ ତାଙ୍କ ଚାମ୍ବରକୁ ପଶି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ଓକିଲ ମନୋଜ ଚୌଧୁରୀଙ୍କର ମୃତ୍ୟୁ ହୋଇଥିଲା।

Advertisement