୧୩ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ଦୁଇଜଣଙ୍କୁ ଗିରଫ ।

81
ADVERTISEMENT

ଖୋର୍ଦ୍ଧା,୨୯/୮(ଡି.ଏଚ୍ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୁଲିସ ଟିମ୍ ର ହଜ ଗାଁରେ ଚଢ଼ଉ ବେଳେ ୧୩ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ଦୁଇଜଣଙ୍କୁ ଗିରଫ ।ସେମlନେ ହେଲେ ଖୋର୍ଦ୍ଧା ଗୁରୁଜଙ୍ଗର ନନ୍ଦ କିଶୋର ସାହୁ ଓ ହଜ ପାଇକ ସାହିର ନିରଞ୍ଜନ ପଲେଇ l ଏଥିସହ ଏକ ମୋଟର ସାଇକଲ ଜବତ କରାଯାଇଥିବା ବେଳେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Advertisement