ପରିତ୍ୟକ୍ତ କୂଅରୁ ନାବାଳିକାଙ୍କ ଗଳିତ ଶବ ଉଦ୍ଧlର ।

61
ADVERTISEMENT

ବ୍ରହ୍ମପୁର,୨୪/୮(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ବରକୋଲିଆ ଗ୍ରାମ ନିକଟ ପରିତ୍ୟକ୍ତ କୂଅରୁ ନାବାଳିକାଙ୍କ ଗଳିତ ଶବ ଉଦ୍ଧlର । ଏବଂ ମୃତକ ଜଣକ ବୁଗୁଡ଼ା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମର ବର୍ଷା ସାମଲ ହୋଇଥିବାବେଳେ ବୁଗୁଡ଼ା ପୁଲିସ ଅଭିଯୁକ୍ତ ବରକୋଳି ଗ୍ରାମର ସନ୍ତୋଷ ଖଟେଇକୁ ଗିରଫ କରିଛି। ସେ ନାବାଳିକାକୁ ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିଲା ।

Advertisement