ବ୍ରାଉନ୍ସୁଗାର କାରବାର ରୢାକେଟ ର ପର୍ଦ୍ଦାଫାସ୍ କରିବା ସହ ତିନିଜଣ ଗିରଫ।

107
ADVERTISEMENT

ଭୁବନେଶ୍ୱର,୨୦/୮(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ ଏକ ବ୍ରାଉନ୍ସୁଗାର କାରବାର ରୢାକେଟ ର ପର୍ଦ୍ଦାଫାସ୍ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର, ଗୋଟିଏ ବନ୍ଧୁକ ଓ ତିନି ଗୁଳି ଜବତ କରିଛି । ଏବଂ ସେମାନଙ୍କ ମଧ୍ୟରୁ ୨ଜଣ ଇଞ୍ଜିନିୟରିଂ ଛାତ୍ର ହୋଇଥିବାବେଳେ ଜଣେ ବସ୍ ଡ୍ରାଇଭର ବୋଲି ସୂଚନା ।

Advertisement