ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ ଇଞ୍ଜିନ୍ l

64
ADVERTISEMENT

ଟିଟିଲାଗଡ଼,୧୭/୮(ଡି.ଏଚ ବ୍ୟୁରୋ):-ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ ର ଗୁଞ୍ଚିତରା ଫାଟକ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ ଇଞ୍ଜିନ୍ l ଏବଂ ବଗି ଅଲଗା ହୋଇ ବିପରୀତ ଦିଗରେ ପଛକୁ ଫେରିଥିବା ବେଳେ ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗି ଷ୍ଟେସନ ଅଭିମୁଖେ ଆଗକୁ ପକେଇଥିଲା। ଫଳରେ ୨ ଘଣ୍ଟା ଧରି ବନ୍ଦ ରହିଲା ଗୁଞ୍ଚିତରା ଫାଟକ l

Advertisement