ଭୁବନେଶ୍ୱର,୧୬/୮(ଡି.ଏଚ୍ ବ୍ୟୁରୋ):-ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ବାରିରେ ଶାଶୁ ଓ ବୋହୁକୁ ଦୃବୁତ୍ତଙ୍କ ଆକ୍ରମଣ । ଏଥିରେ ଶାଶୁଙ୍କ ମୃତ୍ୟୁ ଘଟିଥିବାବେଳେ ବୋହୂକୁ ଅଚେତ୍ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ମହିଳାଙ୍କ ଘର ଘର ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ କିଏ ଓ କାହିଁକି ହତ୍ୟା କରିଛି ତାହା ଅସ୍ପଷ୍ଟ। ଏବଂ ଘଟଣାସ୍ଥଳରେ ଭରତପୁର ଥାନା ପୁଲିସର ତଦନ୍ତ ଆରମ୍ଭ ।