ନୂଆଦିଲ୍ଲୀ,୧୬/୮(ଡି.ଏଚ୍ ବ୍ୟୁରୋ):-ଉତ୍ତରପ୍ରଦେଶର ମଥୁରାସ୍ଥିତ ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ପୁରୁଣା କୋଠାର ବାଲକୋନି ଏବଂ କାନ୍ଥ ଭୁଶୁଡ଼ିପଡିବା ଯୋଗୁଁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୨ ଜଣ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି l ଏବଂ କିଛି ଶ୍ରଦ୍ଧାଳୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଥିବାବେଳେ ପୁଲିସ ଟିମ୍ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ।