ନୂଆଦିଲ୍ଲୀ,୧୪/୮(ଡି.ଏଚ୍ ବ୍ୟୁରୋ):-ପାକିସ୍ତାନର ବନ୍ଦର ସହର ଗ୍ବଦାରରେ ଏକ ଗାଡ଼ି ଉପରକୁ ଆତଙ୍କବାଦୀ ସଂଗଠନ (ବିଏଲ୍ଏ) ର ଆତ୍ମଘାତୀ ଆକ୍ରମଣ । ଏଥିରେ ଚୀନର ୪ ଜଣ ଇଞ୍ଜିନିୟର ଏବଂ ସେନାର ୯ ଜଣଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏବଂ ଅନ୍ୟପକ୍ଷରେ ସେନାର ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।