ନୂଆଦିଲ୍ଲୀ,୧୪/୮(ଡି.ଏଚ୍ ବ୍ୟୁରୋ):-ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍ କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି।ଏବଂ ସେପଟେ ଭାରତୀୟ ଜନତା ପାର୍ଟି (ବିଜେପି) ଜାଣିଶୁଣି ଚଢ଼ାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆପ୍ ଅଭିଯୋଗ କରିଥିବା ସୂଚନା ।