ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲତିକା ବରଡ଼ ଗିରଫ ।

67
ADVERTISEMENT

ବ୍ରହ୍ମପୁର,୧୨/୮(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲତିକା ବରଡ଼ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। । ଗତବର୍ଷ ଏ ନେଇ ହିଂଜିଳିକାଟୁ ବ୍ଲକ୍ ଶିକ୍ଷା ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ। ଏବଂ ଦୀର୍ଘଦିନ ଧରି ଶିକ୍ଷୟିତ୍ରୀ ଜଣକ ଫେରାର୍ ରହିବା ପରେ ପୁଲିସ ହିଂଜିଳିକାଟୁ ଅଞ୍ଚଳରୁ ତାଙ୍କୁ ଶେଷରେ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement