ବ୍ରହ୍ମପୁର ଆସିକାରେ ସ୍ବତନ୍ତ୍ର ଋଷିକୁଲ୍ୟା ଜିଲ୍ଲା ଗଠନ ଓ ସଦରମହକୁମା ସ୍ଥାପନ ଦାବିରେ ୧୨ ଘଣ୍ଟିଆ ବନ୍ଦପାଳନ ଶେଷ ହୋଇଛି।

54
ADVERTISEMENT

ବ୍ରହ୍ମପୁର,୧୧/୮(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଆସିକାରେ ସ୍ବତନ୍ତ୍ର ଋଷିକୁଲ୍ୟା ଜିଲ୍ଲା ଗଠନ ଓ ସଦରମହକୁମା ସ୍ଥାପନ ଦାବିରେ ଆସିକା ଓକିଲ ସଂଘର କର୍ମକର୍ତ୍ତା ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆନ୍ଦୋଳନକାରୀମାନେ ସ୍ଥାନୀୟ ପାକେଲାପଲ୍ଲୀ ଛକ, ମୁକୁନ୍ଦପୁର ଛକ ଓ କାଳଷଣ୍ଢପୁର ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦଥିଲା।

Advertisement