ଖୋର୍ଦ୍ଧା,୧୦/୮(ଡି.ଏଚ୍ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ ଓ ଅବକାରୀ ସଦର ଥାନାର ମିଳିତ ଚଢ଼ଉବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ବାସେଳୀ ଭେରାଇଟି ଦୋକାନରୁ ୨୮ଲିଟର ୮୬୦ ମିଲି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଓ ୨୪ ଲିଟର ୮୫୦ ମିଲିର ବିଭିନ୍ନ ବ୍ରାଣ୍ଡର ବିୟର ବୋତଲ ଜବତ । ଏବଂ ଏହି ଘଟଣାରେ ଦୋକାନ ମାଲିକ ଆକାଶ ଖୋଦାମସିଂହକୁ ଗିରଫ କରିଛି ପୋଲିସ ।