ଦୁର୍ଘଟଣାରେ ୩ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ l

55
ADVERTISEMENT

ବ୍ରହ୍ମପୁର,୦୯/୮(ଡି.ଏଚ୍ ବ୍ୟୁରୋ):-ସୁରତର ଆମ୍ରୋଲି ଥାନା ଇଲାକାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ l ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସୁରତର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି । ମୃତକ ମାନେ ହେଲେ, ଗଞ୍ଜାମ ଜିଲ୍ଲା ଆସିକା ଥାନା ମଙ୍ଗଳପୁର ଗ୍ରାମର ମିଥୁନ ଡାକୁଆ, ମାମୁଡିହ ଗ୍ରାମର ଶରତ ନାୟକ ଓ ଭୁବନେଶ୍ବରର ଅକ୍ଷୟ ସ୍ବାଇଁ। ସମସ୍ତ ଏକ ସୂତା କଳରେ ଶ୍ରମିକ ଭାବେ କାମ କରୁଥିଲେ l

Advertisement