ଭୁବନେଶ୍ବର ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟସ୍ଥ କିମ୍ଭିରିଆ ବସ୍ତିରେ ଦମ୍ପତିକୁ ଆକ୍ରମଣ ।

65
ADVERTISEMENT

ଭୁବନେଶ୍ବର,୦୮/୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟସ୍ଥ କିମ୍ଭିରିଆ ବସ୍ତିରେ ଦମ୍ପତିକୁ ଆକ୍ରମଣ । ଜଣେ ଦୁର୍ବୃତ୍ତ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଫଳରେ ଉଭୟ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ପ୍ରେମରେ ବିଫଳ ହେବାରୁ ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସୂଚନା ।

Advertisement