ପଞ୍ଜାବରେ ସହିଦ ହେଲେ ଓଡ଼ିଆ ଯବାନ l

73
ADVERTISEMENT

ଦେଓଗାଁ ,୦୭/୮(ଡ଼ି.ଏଚ ବ୍ୟୁରୋ):-ପଞ୍ଜାବରେ ସହିଦ ହେଲେ ଓଡ଼ିଆ ଯବାନ l ଯବାନ ଜଣକ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ଗାଁର ସୁଧୀର ତ୍ରିପାଠୀ ହୋଇଥିବାବେଳେ ସେ ସୈନ୍ୟବାହିନୀରେ ପଞ୍ଜାବର ଚଣ୍ଡିଗଡ଼ ଗଙ୍ଗାନଗର ଠାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଅକାଳ ବିୟୋଗ ହୋଇଥିବା ସୂଚନା । ଫଳରେ ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମଭୂମି କଟାପାଲିରେ ପହଞ୍ଚିବାକୁ ଥିବା ବେଳେ ଗାଁରେ ଶୋକାକୁଳପରିବେଶ ସୃଷ୍ଟି ହୋଇଛି।

Advertisement