ମୋହନା,o୩/୮(ମୋହନ ଗୌଡ଼):-ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ପିଇଓ ସଂଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଭିଡ଼ିଓ ସୁ ଶ୍ରୀ ତପସ୍ୱିନୀ ହାଁସଦାଙ୍କୁ ଏକ ସ୍ୱାରକ ପତ୍ର ପ୍ରଦାନ କରାଯାଇଅଛି l ଏହାପରେ ମଧ୍ୟ୍ ଦାବିପତ୍ର ପୂରଣ ନ ହେଲେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ଆସନ୍ତା ଅଗଷ୍ଟ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରିବା ସହ ୧୭ ତାରିଖରୁ ସମସ୍ତେ ସମୁଁହ ଛୁଟିରେ ରହି ଆନ୍ଦଳନ କରିବେ ବୋଲି ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଅଛି l