ଅନୁଗୁଳ,୦୨/୮(ଡି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ଶରଧାମୁଣ୍ଡା ନିକଟରେ ଲାଇନ୍ଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ୍ l ଏକ ମାଲବାହୀ ଟ୍ରେନଟି ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଶରଧାମୁଣ୍ଡା ନିକଟରେ ହଠାତ୍ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଟ୍ରେନ୍ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଥିବା ସୂଚନା ।