ଭୁବନେଶ୍ବର ରାଜଧାନୀରୁ ନକଲି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି କାରଖାନା ଠାବ ।

71
ADVERTISEMENT

ଭୁବନେଶ୍ୱର,୦୨/୮(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରୁ ନକଲି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି କାରଖାନା ଠାବ । ଏହି ନକଲି ନମ୍ବର ପ୍ଲେଟ୍ ତିଆରି କାରଖାନାର ମାଲିକ ତଥା ମାଷ୍ଟରମାଇଣ୍ଡ ଅଖିଳ ଜେନା କୁ ଗିରଫ କରାଯାଇଥିବାବେଳେ ତାଙ୍କ ନିକଟରୁ ୯୦ଟି ନମ୍ବର ପ୍ଲେଟ, ଗୋଟିଏ ମେସିନ୍ ଏବଂ ହଲୋଗ୍ରାମ ଜବତ ହୋଇଛି ।

Advertisement