ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଏକ ପିକ୍ଅପ୍ ଭ୍ୟାନ୍ରୁ ୬ଶହ କେଜି ଓଜନର ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ।

87
ADVERTISEMENT

ବ୍ରହ୍ମପୁର,୦୨/୮(ଇ ରଞ୍ଜନ):-ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ଏକ ପିକ୍ଅପ୍ ଭ୍ୟାନ୍ରୁ ୬ଶହ କେଜି ଓଜନର ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମର ହରିଶ ବାରିକ୍ ହୋଇଥିବାବେଳେ ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୮ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି।

Advertisement