ପୁଣିଥରେ ଖୋଲାଗଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ |

49
ADVERTISEMENT

ସମ୍ବଲପୁର,୨୫/୭(ଡି.ଏଚ ବ୍ୟୁରୋ):-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ପୁଣିଥରେ ଖୋଲାଗଲା ଜଳଭଣ୍ଡାରର ଆଉ ୪ଟି ଗେଟ | ଫଳରେ ମୋଟ ୧୨ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି | ସକାଳ ୯ ସୁଦ୍ଧl ଜଳଭଣ୍ଡାରର ଜଳସ୍ତର ୬୧୪.o୪ଫୁଟ ଥିବାବେଳେ ପ୍ରତି ସେକଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧,୫୦,୭୯୯ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୧,୫୮,୮୨୫ କ୍ୟୁସେକ ଜଳ l

Advertisement