ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର୍ ସଂଯୋଜକ ପୁଷ୍ପାଙ୍ଗିନୀ ଯୋଷୀ।

50
ADVERTISEMENT

ବଲାଙ୍ଗୀର,୨୨/୭(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର୍ ସଂଯୋଜକ ପୁଷ୍ପାଙ୍ଗିନୀ ଯୋଷୀ। ସେ ବିନିଯୋଗ ପ୍ରମାଣପତ୍ର ଆଡ୍ଜେଷ୍ଟମେଣ୍ଟ୍ ଓ କ୍ଲିଅରାନ୍ସ ପ୍ରମାଣପତ୍ର ପ୍ରଦାନ ପାଇଁ ସୋଲବନ୍ଧ ସ୍କୁଲର ପ୍ରଧାନଶିକ୍ଷକ ତଥା ପୂର୍ବ ହଷ୍ଟେଲ୍ ଇନ୍ଚାର୍ଜ ମିତ୍ରଭାନୁ ମାଝୀଙ୍କ ଠାରୁ ୩୧ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Advertisement