ମlଉଜର ଦେଖାଇଦୁଇ ଭାଇଙ୍କୁ ଅପହରଣ କଲେ ଦୁର୍ବୁତ୍ତ ।

51
ADVERTISEMENT

ପୁଇଁତୋଳା,୨୨/୭(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ନିକଟ ଦୋକାନରୁ ଦୁଇ ଭାଇଙ୍କୁ ମଉଜର ଦେଖାଇ ଅପହରଣ କଲେ ଦୁର୍ବୁତ୍ତ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତେଜନା ଜାରି ଥିବାବେଳେ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କ ପରିବାର ପକ୍ଷରୁ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି । ଏବଂ ଘଟଣା ସ୍ଥଳରେ ଗଞ୍ଜାମ ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛ।

Advertisement