ପଥରରେ ଛେଚି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ l

49
ADVERTISEMENT

ଚନ୍ଦକା,୨୦/୭(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧl ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ କନ୍ଦଳେଇରେ ପଥରରେ ଛେଚି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ l ମଦ ନିଶାରେ ଚୁର୍ ହୋଇ ବଡ଼ ଭାଇ ସାନ ଭାଇକୁ ପଥରରେ ଛେଚି ହତ୍ୟା କରିଥିବାବେଳେ ଚନ୍ଦକା ଥାନା ପୁଲିସ ଅଭିଯୁକ୍ତ ବଡ଼ ଭାଇ କାର୍ତ୍ତିକ ଚାତରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement