ଆଞ୍ଚଳିକଗଞ୍ଜାମ ଦିଗପହଣ୍ଡି:ପୋଖରୀରେ ଗାଧୋଇବାବେଳେ କୁମ୍ଭୀର ଆକ୍ରମଣ l By DuniaHalchal - July 20, 2023 47 Share FacebookTwitterPinterestWhatsApp ADVERTISEMENT ଦିଗପହଣ୍ଡି,୨୦/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ଡ୍ୟାମ ନିକଟ ଦିଗପହଣ୍ଡି ବ୍ଲକ ଖମାରି ଗାଁ ପୋଖରୀରେ ଗାଧୋଇବାବେଳେ କୁମ୍ଭୀର ଆକ୍ରମଣ l କୁମ୍ଭୀର ଆକ୍ରମଣରେ ଜଣେ ଆହତ ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ଥିବାବେଳେ ଆହତ ଜଣକ ଦାଉଣୀ ଗାଁ’ର ଟୁକୁନା ବେହେରା | Advertisement