ଭୁଶୁଡ଼ିଲl ପୋଲ, ଯାତାୟତ ବାଧାପ୍ରାପ୍ତ ।

46
ADVERTISEMENT

ଯାଜପୁର,୧୮/୭(ଡି.ଏଚ ବ୍ୟୁରୋ):-ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଭୁଶୁଡ଼ିଲl ପୋଲ । ଏନେଇ ସ୍ଥାନୀୟ ଲୋକମାନେ ଉତ୍ତେଜନା ସୃଷ୍ଟି କରିବା ସହ ଠିକାଦାରକୁ ଦାୟୀ କରିଛନ୍ତି। ଏବଂ ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Advertisement