ସାନଖେମୁଣ୍ଡି ବାବୁଲ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ l

49
ADVERTISEMENT

ବ୍ରହ୍ମପୁର,୧୭/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ l ନକଲି ଡାକ୍ତର ଜଣକ ଢେଙ୍କାନାଳ ଜିଲ୍ଲା ସଂଡା ଗାଁର ହୋଇଥିବାବେଳେ ପୋଲିସ ସାନଖେମୁଣ୍ଡି କ୍ଲିନିକ ସମେତ କଟକର ଘରୋଇ କ୍ନିନିକରେ ଯାଞ୍ଚ କରିବା ସହ ଡାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ ଜାରି କରୁଥିବା ସୂଚନା l

Advertisement