ନୂଆଦିଲ୍ଲୀ,୧୫/୭(ଡି.ଏଚ ବ୍ୟୁରୋ):-ବିହାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ବିଜେପି ସଦସ୍ୟମାନଙ୍କର ନାରାବାଜୀ ସହ ବିରୋଧ ପ୍ରଦର୍ଶନ । ଫଳରେ ବିଜେପି ବିଧାୟକ ସଞ୍ଜୟ ସିଂଙ୍କୁ ବାଚସ୍ପତିଙ୍କ ନିର୍ଦେଶରେ ବିଧାନସଭାର ମାର୍ସାଲମାନେ ବଳପୂର୍ବକ ବାହାର କରି ଥିଲେ।ଏବଂ ଗୃହକାର୍ଯ୍ୟକୁ ଦ୍ବିପହର ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।