ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି।

49
ADVERTISEMENT

କବିସୂର୍ଯ୍ୟନଗର,୧୦/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ରାସ୍ତାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଲୁଟ ବେଳେ ସାଇରନବାଜିବା ମାତ୍ରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୃବୁତ୍ତ । ଏବଂ ଦୃବୁତ୍ତ ମାନେ ଦୁଇଟି ଶାବଳ ଛାଡ଼ିଦେଇଥିବାବେଳେ କବିସୂର୍ଯ୍ୟନଗର ପୁଲିସ ଟିମ ଉକ୍ତ ଘଟଣାର ତଦନ୍ତ କରୁଥିବା ସୂଚନା ।

Advertisement