ଭୁବନେଶ୍ୱର,୧୦/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ଗୋଦାମରେ ଗଚ୍ଛିତ ଥିବା ବିପୁଳ କୋଭିଡ୍ ଔଷଧ ଓ କିଟ୍ ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ନିକଟରେ ଥିବା ଚାଉଳ ଗୋଦାମ ଓ ଅନ୍ୟାନ୍ୟ କାରଖାନାକୁ ନିଆଁ ବ୍ୟାପିବା ଭୟରେ ସ୍ଥାନୀୟ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।