ଆମେରିକା ଲସ୍ଏଞ୍ଜେଲସରେ ବିମାନ ଦୁର୍ଘଟଣାଗ୍ରସ୍ତ,୬ ମୃତ୍ୟୁ l

51
ADVERTISEMENT

ନୂଆଦିଲ୍ଲୀ,୦୯/୭(ଡି.ଏଚ ବ୍ୟୁରୋ):-ଆମେରିକାର ଲସ୍ଏଞ୍ଜେଲସ୍ ବିମାନ ବନ୍ଦର ନିକଟରେ ଏକ ଘରୋଇ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ l ଏଥିରେ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବିମାନଟି ଲାସ୍ ଭେଗାସ୍ରୁ ୪୫ ମିନିଟ୍ ଉଡ଼ାଣ ଦୂରରେ ଥିବା ମ୍ୟୁରିଏଟା ଅଭିମୁଖେ ଯାତ୍ରା କରୁଥିଲା ବୋଲି ସୂଚନା ।

Advertisement