ଭିଜିଲାନ୍ସ ଜାଲରେ ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ l

45
ADVERTISEMENT

ମାଲକାନଗିରି,o୬/୭(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ l ସେ ଜମି ବାବଦ କ୍ଷତିପୂରଣ ରାଶିରୁ ୨୫ହଜାର ଟଙ୍କା ଲାଞ୍ଚ ନେବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାପରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଏକ ମାମଲା ରୁଜୁ କରି ତାଙ୍କ ସରକାରୀ କ୍ବାର୍ଟର୍ସ ସହ ବାଲିମେଳା ନାଲା ଛକ ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଜାରି କରିଥିବା ସୂଚନା ।

Advertisement