ମହାରାଷ୍ଟ୍ରର ସମୃଦ୍ଧି ଏକ୍ସପ୍ରେସୱେରେ ଏସି ବସ୍ ଦୁର୍ଘଟଣାଗ୍ରସ୍ତ,୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ l

65
ADVERTISEMENT

ମହାରାଷ୍ଟ୍ର,୦୨/୭(ଡି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ସମୃଦ୍ଧି ଏକ୍ସପ୍ରେସୱେରେ ଏସି ବସ୍ ଦୁର୍ଘଟଣାଗ୍ରସ୍ତ l ବସ୍ ଟି ଡିଭାଇଡର୍ରେ ପିଟି ହୋଇ ଓଲଟିଯିବା ପରେ ତୁରନ୍ତ ବସ ରେ ନିଆଁ ଲାଗି ଯାଇଥିଲା। ଫଳରେ ବସ ରେ ଥିବା ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୮ ଜଣ ଝରକା ଭାଙ୍ଗି ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। । ଏବଂ ବସ ରେ ମୋଟ୍ ୩୩ ଜଣ ଯାତ୍ରୀ ଥିଲେ।

Advertisement